ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍‌ କରି ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ୩୦ ତାରିଖ ପୂର୍ବରୁ ବସିବ। ଏ ନେଇ ଆଜି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତେବେ କରୋନା ମହାମାରୀ ସମୟରେ ବୈଠକ ବିଧାନସଭାରେ ହେବ କି ଅନ୍ୟ କେଉଁଠି ସେ ନେଇ ସ୍ଥାନ ନିରୂପଣ ହୋଇପାରି ନଥିବା ନେଇ ସେ କହିଛନ୍ତି। କୋଭିଡ୍‌ କଟକଣା ଭିତରେ କିପରି ଗୃହ ପରିଚାଳନା କରିବାକୁ ହେବ ସେ … Continue reading ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍‌ କରି ସୂଚନା ଦେଲେ ବାଚସ୍ପତି